• Aakhi Palakare Tume
ଡକ୍ଟର ମାଙ୍ଗଳିକା ମହାପାତ୍ରଙ୍କ "ଆଖି ପଲକରେ ତୁମେ" କବିଙ୍କର ଦ୍ୱିତୀୟ କବିତା ସଙ୍କଳନ। ଏଥିରେ ସମୁଦାୟ ୧୦୪ ଟି କବିତା ସ୍ଥାନ ପାଇଛି । ପ୍ରତ୍ୟେକଟି କବିତା ଏକ ପ୍ରେମ ଭାବନାର ପ୍ରତିଫଳନ। ପ୍ରତ୍ୟେକ କବିତା କବିଙ୍କର ସାରସତ୍ଵ ଭାବନା ଓ ସ୍ଵତଃସ୍ଫୃତ ରଚନା ରେ ପରିପୃଷ୍ଟ। ରୋମାଣ୍ଟିକ, ଭକ୍ତିଭାବ, ବାତ୍ସଲ୍ୟ ମମତା, ଦାମ୍ପତ୍ୟ ପ୍ରେମ ଇତ୍ୟାଦି ରେ ଋଦ୍ଧିମନ୍ତ ଏହି କବିତା ଗୁଡ଼ିକ ପାଠକୀୟ ଆଦୃତି ନିଶ୍ଚିତ ପ୍ରାପ୍ତ ହେବ।

Write a review

Note: HTML is not translated!
    Bad           Good

Aakhi Palakare Tume

  • ₹150.00


Related Products

Mo Jharakaru Dise Nayi
Kabita Bi Katha Kahe
Aparthiba Prema Kabita