• Kabita Bi Katha Kahe
ଜାତୀୟତା ଏବଂ ମାନବୀୟ ମୂଲ୍ୟବୋଧରେ ରସାଣିତ, ପରଂପରା ପ୍ରତି କୃତଜ୍ଞତାବୋଧ ରେ ପ୍ଲାବିତ ଏହି “କବିତା ବି କଥା କହେ” ଡ. ବିଶ୍ୱଜିତ ପଟ୍ଟନାୟକଙ୍କର ପ୍ରଥମ କବିତା ସଂକଳନ । ବାପା, ବୋଉ, ଜେଜେ ଆଦି ପୂର୍ବଜଙ୍କ ସମେତ ଉତ୍କଳର ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ମଧ୍ୟ ଏଥିରେ ସନ୍ନିବେଶିତ । କବିତା ଗୁଡିକ ନା ବ୍ୟକ୍ତିକେନ୍ଦ୍ରିକ ନା ଭାବସର୍ବସ୍ୱ । ବରଂ କିଛିଟା ବକ୍ତବ୍ୟ ରଖିବାଟା ହିଁ ମୂଳ ଉଦ୍ଦେଶ୍ୟ । ଆଶା କବିଙ୍କର କାବ୍ୟସ୍ୱର ବିମୁଗ୍ଧ ପାଠକ ମାନଙ୍କୁ ଆକର୍ଷିତ କରିବ ।
Book Specifications
Author Name Biswojita Pattanaik

Write a review

Note: HTML is not translated!
    Bad           Good

Kabita Bi Katha Kahe

  • ₹150.00


Related Products

Sehi Janha Sehi Rati
Prathama Arghya

Prathama Arghya

₹160.00

Aakhi Palakare Tume