• Beethovenka Panchama Symphony
ବର୍ତ୍ତମାନର ସୋସିଆଲ ମିଡ଼ିଆର ଯଶସ୍ବୀ ଏବଂ ଲୋକପ୍ରିୟ କଥାଶିଳ୍ପୀ ଶ୍ରୀଯୁକ୍ତ ଅରବିନ୍ଦ ଦାସ ଙ୍କର ଗଳ୍ପ ସୃଜନର ଅନ୍ୟ ଏକ ନବ-ମୂଲ୍ୟାୟନ "ବିଥୋଭାନଙ୍କ ପଞ୍ଚମ ସିମ୍ଫୋନି" I ବିଦ୍ୟା ପବ୍ଲିଶିଙ୍ଗ, କାନାଡ଼ା ଦ୍ୱାରା ପ୍ରକାଶିତ ଶ୍ରୀଯୁକ୍ତ ଦାସ ଙ୍କର ଏହି ଅଷ୍ଟମ ଗଳ୍ପ ସଂକଳନ ଟିରେ ୩୩ ଟି ଅନନ୍ୟ ଗଳ୍ପ ସ୍ଥାନ ପାଇଛି I ଅନୁଭବ, ଅନୁଚେତନା, ଏବଂ ଅନୁକମ୍ପାରେ ଭରପୁର ଏହି ଗଳ୍ପ ସମୂହ ପାଠକକୁ ଏକ ଆବେଗଭରା ଅନୁଭୁତିରେ ଯେ ବିମୋହିତ କରିବ ସେଥିରେ ସନ୍ଦେହ ନାହିଁ I
Book Specifications
Author Name Arabinda Das

Write a review

Note: HTML is not translated!
    Bad           Good

Beethovenka Panchama Symphony

  • ₹190.00


Related Products

Adekha Pacheri

Adekha Pacheri

₹120.00

December  Phula

December Phula

₹190.00

Aamba Gachhara Chhai
Mahanayakara Mahaprasthana