• Bhagabata Kathamruta
ସମଗ୍ର ଶାସ୍ତ୍ରରୁ ସାର ଉଦ୍ଧାର କରି, ସମସ୍ତ ଦାର୍ଶନିକ, ଆଧ୍ୟାତ୍ମିକ, ନୈତିକ, ଏବଂ ମାନବିକ ଚେତନାର ନିଷ୍କର୍ଷ ରୁ ହିଁ ସୃଷ୍ଟି ଶ୍ରୀମଦ୍ ଭାଗବତର । ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ୧୨ ଟି ସ୍କନ୍ଧ ଏବଂ ପ୍ରାୟ ୧୨୦ ଟି ଅଧ୍ୟାୟ ରେ ସନ୍ନିବେଶିତ ଏକ ବିରାଟ ଗ୍ରନ୍ଥ । ଭାଗବତ କଥାମୃତ ପୁସ୍ତକଟି ଶ୍ରୀ ପାଣ୍ଡବ ଚରଣ ଦାସଙ୍କ ଦ୍ୱାରା ସୃଜିତ ଏକ ସହଜ ସାବଲୀଳ ପଦ୍ୟ କୃତି । ଭାଗବତରେ ବର୍ଣ୍ଣିତ ଶ୍ରୀ ଭଗବାନଙ୍କ ଅପରୂପ ମହିମାମୟ ଲୀଳାଖେଳା ଗୁଡିକୁ ସାଉଁଟି ଆଣି ପାଠକ ମାନଙ୍କ ନିକଟରେ ଖୁବ ସୁନ୍ଦର ଭାବେ ସେ ଉପସ୍ଥାପିତ କରିଛନ୍ତି । ପଞ୍ଚଷଠିଟି ବିଭିନ୍ନ ଉପାଖ୍ୟାନରେ ସଜ୍ଜିତ ଏଇ “ଭାଗବତ କଥାମୃତ” ନିଶ୍ଚିତ ଭାବେ ପାଠକ ମାନଙ୍କ ଦ୍ୱାରା ଆଦୃତ ହେବ ।
Shrimad Bhagabata is considered to be the most sacred book of the Hindu Sanatana Philosophy. This book is described around Lord Vishnu and His Avataras in the creation and maintenance of the universe. Originally written in Sanskrit some thousand of years ago, this book is also written in Odia by Jagannatha Das in 12 volumes and almost 120 chapters. The present book “Bhagabata Kathamruta”, written in Odia by Pandab Charan Das is a collection of sixty five different episodes from the Bhagabata written in a lyrical poetry format for the reader’s liking and understanding.

Write a review

Note: HTML is not translated!
    Bad           Good

Bhagabata Kathamruta

  • ₹275.00


Related Products

Dashavatara

Dashavatara

₹8,599.00

December  Phula

December Phula

₹190.00

Dhokra Craft Exquisite Lantern