• Prathama Arghya
ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ଭାବରୁ ପ୍ରତିଦିନ ଡ ଜୟଶ୍ରୀ ନନ୍ଦ ଙ୍କ ହୃଦୟକାନନରେ ପ୍ରସ୍ଫୁଟିତ ହୁଏ ଭକ୍ତିଭାବର କୁସୁମଟିଏ ଯାହା ରୂପନିଏ ଭକ୍ତିଭାବାତ୍ମକ କବିତାଟିଏ ହୋଇ । ସେହି କବିତା ଗୁଡ଼ିକର ଗୁଛ ଆଜି ଜୟଶ୍ରୀଙ୍କର ଜଗନ୍ନାଥଙ୍କ ପାଦପଦ୍ମରେ “ପ୍ରଥମ ଅର୍ଘ୍ୟ” । ସରଳ ସାବଲୀଳ ଏହି ପଦ୍ୟାକୃତି, ହୃଦୟର ଅନ୍ତଃସ୍ୱର ନିଶ୍ଚୟ ପାଠକ ମନକୁ ଛୁଇଁବ

Write a review

Note: HTML is not translated!
    Bad           Good

Prathama Arghya

  • ₹160.00


Related Products

Kabita Bi Katha Kahe
Mahanayakara Mahaprasthana