• Mahagatha Karmasutrara

ଭରପୁର ବିସ୍ମୟ, ଉତ୍କଣ୍ଠା, ତଥା ଆମୋଦ ରେ ପରିପୂର୍ଣ୍ଣ ଏହି ‘ମହାଗାଥା କର୍ମସୂତ୍ର ର’  ଉପନ୍ୟାସ ଟି ଏପରି ଏକ କାହାଣୀକୁ ନେଇ ଆଗେଇ ଚାଲିଛି, ଯାହାକୁ ଥରେ ଆରମ୍ଭ କଲେ, ଶେଷ ନ କରି ରହି ହୁଏ ନାହିଁ। ସୁଦୂର ଅତୀତ ସହିତ ଆଗରେ ଠିଆ ହୋଇଥିବା ବର୍ତ୍ତମାନ,  ଜଘନ୍ୟ ଅପରାଧ ସହିତ ଅଦ୍ଭୁତ ଦଣ୍ଡ ଭୋଗ, ବିଚାରଶୂନ୍ୟ  ସ୍ୱାର୍ଥ ସହିତ ଗୋପନ ତ୍ୟାଗ ର ଅପୂର୍ବ ଯୁଗଳବନ୍ଦୀ ର ସମାହାର ଏହାର କଥାବସ୍ତୁ ର ମୁଖ୍ୟ ଆଲେଖ୍ୟ। ଅଥଚ ଏହାର ବର୍ଣ୍ଣନା ରେ ଏତେ ଆତ୍ମୀୟତା ଓ ଅନାବିଳତା ଭରି ରହିଛି ଯେ ପାଠକ ମନେକରେ, ସତେ ଯେପରି ସେ କୌଣସି ଉପନ୍ୟାସକୁ ପଢ଼ୁ ନାହିଁ ଯେ, ନିଜର ଚିନ୍ତାଧାରାକୁ ହିଁ ବିଶ୍ଳେଷଣ କରୁଛି। ସରଳ ସାବଲୀଳ ଭାଷା ମଧ୍ୟ ଏହି କଥାସ୍ରୋତ ଟିକୁ ଏପରି କଳକଳ ଛଳଛଳ ଗତିରେ ଆଗେଇ ନେଇଛି, ଯାହାର ମଧୁର ନିନାଦ ବହିଟି ବନ୍ଦ କରିବା ପରେ ବି ମନ ଭିତରେ ଗୁଣୁଗୁଣୁ ହୋଇ ପାଠକକୁ ଏକ ମୁଗ୍ଧ ତନ୍ମୟତା ଭିତରକୁ ଟାଣି ନେଇ ଯାଏ । ସାମ୍ପ୍ରତିକ ଉପନ୍ୟାସ ମାନଙ୍କ ମଧ୍ୟରେ ଏହି ଉପନ୍ୟାସ ଟି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରିବାର ଯୋଗ୍ୟତା ରଖିବାରେ ସମର୍ଥ।

Mahagatha Karmasutrara a fiction written by Capt Snehasudha Mishra

Book Specifications
Author Name Snehasudha Mishra

Write a review

Note: HTML is not translated!
    Bad           Good

Mahagatha Karmasutrara

  • ₹499.00


Related Products

Beethovenka Panchama Symphony
Mahagatha

Mahagatha

₹599.00