• Sameeksha Diganta
ଡକ୍ଟର ଭବାନୀ କିଙ୍କର ସାହୁଙ୍କର ପ୍ରଥମ ସମାଲୋଚନା ଗ୍ରନ୍ଥ “ସମୀକ୍ଷା ଦିଗନ୍ତ”। ଓଡିଆ କଥାସାହିତ୍ୟରେ ପରିବର୍ତ୍ତିତ ଧ୍ୟାନଧାରଣା ଏବଂ ସମୟୋପଯୋଗୀ ଅଭିଜ୍ଞାନାଦିକୁ ବିଶ୍ଳେଷଣ କରି ପ୍ରାୟ ପନ୍ଦରଟି ସରଳ ସୁଖପାଠ୍ୟ ନିବନ୍ଧ ମାନଙ୍କୁ ନେଇ ପ୍ରସ୍ତୁତ ଏହି ସମୀକ୍ଷା ଦିଗନ୍ତ ପୁସ୍ତକ । ଯୁବ ସାହିତ୍ୟିକ ଡକ୍ଟର ଭବାନୀ କିଙ୍କର ସାହୁ, ସମକାଳୀନ ସାହିତ୍ୟ ଜଗତର ଏକ ପ୍ରତିଭାବାନ ଏବଂ ନିଷ୍ଠାପର ସମୀକ୍ଷକ । ତାଙ୍କର ଏହି ପ୍ରଥମ ପ୍ରବନ୍ଧାଲୋଚନା ପାଠକାଦୃତି ପ୍ରାପ୍ତ ହେବାର ଆଶା ।

Write a review

Note: HTML is not translated!
    Bad           Good

Sameeksha Diganta

  • ₹160.00


Related Products

Kabita Bi Katha Kahe
Prathama Arghya

Prathama Arghya

₹160.00