• ଉପନିଷଦ ସଂଗ୍ରହ Upanishad Samgraha

HIGHLY SUBSIDIZED

ଉପନିଷଦ ବ୍ରହ୍ମଯୋଗୀଙ୍କ ଦ୍ୱାରା ଲିଖିତ ଉପନିଷଦସଂଗ୍ରହ (୧-୩)
-ଈଶାଦି ଏକାଦଶୋପନିଷଦ ଓ ମୁକ୍ତିକୋପନିଷଦ ସହିତ- (ପୁନଃ ମୁଦ୍ରିତ ନବୀନ ସଂସ୍କରଣ)

ଉପନିଷଦ ଯାହା ସାହାଯ୍ୟରେ ବ୍ରହ୍ମଙ୍କର ସାକ୍ଷାତକାର କରାଯାଏ । ଏଥିରେ ବ୍ରହ୍ମଜ୍ଞାନ ଅଥବା ବ୍ରହ୍ମଯୋଗର ପ୍ରାଧାନ୍ୟକୁ ବର୍ଣ୍ଣନ କରାଯାଇଛି । ଏହା ଅଧ୍ୟାତ୍ମବିଦ୍ୟା ଅଟେ । ଏହି ଜ୍ଞାନର ସହାୟତାରେ ଜିଜ୍ଞାସୁ ଅମରତ୍ୱ ପ୍ରାପ୍ତ ହୁଏ| ଏଥିରେ ସନାତନ ଧର୍ମର ମୂଳ ଉଜ୍ଜୀବିତ ହୋଇ ରହିଛି । ମହାନତା ଦୃଷ୍ଟିରୁ ଉପନିଷଦ ଆର୍ଯ୍ୟ ସନାତନ ସଂସ୍କୃତିର ପ୍ରାଣକେନ୍ଦ୍ର, ତେଣୁ ଏହାର ମହତ୍ତ୍ବ ଅସମୀଚୀନ। ଏହାର ଉପାଦେୟତାକୁ ପ୍ରଧାନ୍ୟ ଦେଇ ଆମ ପ୍ରତିଷ୍ଠାନରୁ ଉକ୍ତ ଉପନିଷଦ ଗୁଡିକ ପ୍ରକାଶିତ ହେଉଛି । ଉତ୍କଳୀୟଙ୍କ ପାଇଁ ବିଶେଷ ଉପଯୋଗ ହେବା ଲକ୍ଷ୍ୟରେ ଏହା ରିହାତି ମୂଲ୍ୟରେ ପ୍ରକାଶ କରାଯାଇଛି| ଏଥିରେ ମୂଳମନ୍ତ୍ର ସହିତ ସାଧାରଣ ଅର୍ଥ, ସାରାଂଶ ଓ ଆବଶ୍ୟକସ୍ଥଳେ ସାମାନ୍ୟ ବ୍ୟାଖ୍ୟା ସ୍ଥାନୀତ ହୋଇଛି ।

Write a review

Note: HTML is not translated!
    Bad           Good

ଉପନିଷଦ ସଂଗ୍ରହ Upanishad Samgraha

  • ₹299.00


Related Products