ଡକ୍ଟର ମାଙ୍ଗଳିକା ମହାପାତ୍ରଙ୍କ "ଆଖି ପଲକରେ ତୁମେ" କବିଙ୍କର ଦ୍ୱିତୀୟ କବିତା ସଙ୍କଳନ। ଏଥିରେ ସମୁଦାୟ ୧୦୪ ଟି କବିତା ସ୍ଥାନ ପାଇଛି । ପ୍ରତ୍ୟେକଟି କବିତା ଏକ ପ୍ରେମ ଭାବନାର ପ୍ରତିଫଳନ। ପ୍ରତ୍ୟେକ କବିତା କବିଙ୍କର ସାରସତ୍ଵ ଭାବନା ଓ ସ୍ଵତଃସ୍ଫୃତ ରଚନା ରେ ପରିପୃଷ୍ଟ। ରୋମାଣ୍ଟିକ, ଭକ୍ତିଭାବ, ବାତ୍ସଲ୍ୟ ମମତା, ଦାମ୍ପତ୍ୟ ପ୍ରେମ ଇତ୍ୟାଦି ରେ ଋଦ୍ଧିମନ୍ତ ଏହି କବିତା ଗୁଡ଼ିକ ପାଠକୀୟ ଆଦୃତି ନିଶ୍ଚିତ ପ୍ରାପ୍ତ ହେବ।
Books Info
Author Name Mangalika Mohapatra
Book Categories Poetries

Write a review

Note: HTML is not translated!
    Bad           Good

Aakhi Palakare Tume

  • Rs 150.00


Enquiry

Seller Information
Just Odisha Books

Just Odisha Books (Just Odisha Books)

justodishabooks@gmail.com

View Profile