• December  Phula
ଏକବିଂଶ ଶତାଦ୍ଦୀର ଓଡିଆ କଥାସାହିତ୍ୟରେ ପାଦଦେଇଥିବା ଗାଳ୍ପିକ ଶ୍ରୀଯୁକ୍ତ ଅରବିନ୍ଦ ଦାସ ସମକାଳର ଜଣେ ଯଶସ୍ଵୀ କଥାକାର ରୂପେ ଖ୍ୟାତି ଅର୍ଜନ କରିଛନ୍ତି । ବର୍ତ୍ତମାନର ସୋସିଆଲ୍ ମିଡିଆର ଗଳ୍ପ ପାଠକ ମହଲରେ ସେ ଜଣେ ଅତି ଆଦୃତ, ଅତି ପ୍ରିୟ, ଏବଂ ଅପ୍ରତିଦ୍ୱନ୍ଦୀ କଥାକାର । "ଡିସେମ୍ବର ଫୁଲ" ଗାଳ୍ପିକ ଅରବିନ୍ଦ ଦାସ ଙ୍କ ସପ୍ତମ ଗଳ୍ପ ସଙ୍କଳନ । ବର୍ତ୍ତମାନ ସମୟର ଚିତ୍ର ଚରିତ୍ର ଏବଂ ସାମାଜିକ ମୂଲ୍ୟବୋଧକୁ ନେଇ ଏକ ଅନନ୍ୟ ସରସ ସାବଲୀଳ ସ୍ରୋତରେ ବର୍ଣ୍ଣିତ ଏହି ଗଳ୍ପଗୁଚ୍ଛ ନିଶ୍ଚିତ ଭାବେ ପାଠକ ମହଲରେ ବିଶେଷ ଆଦୃତ ହେବ I
Book Specifications
Author Name Arabinda Das

Write a review

Note: HTML is not translated!
    Bad           Good

December Phula

  • ₹190.00


Related Products

Beethovenka Panchama Symphony
Bhagabata Kathamruta
Aamba Gachhara Chhai
Mahanayakara Mahaprasthana