• Mahanayakara Mahaprasthana
ଶ୍ରୀଯୁକ୍ତ ନିତ୍ୟାନନ୍ଦ ପଣ୍ଡା ଙ୍କର ଏକ ଅନନ୍ୟ କୃତି “ମହାନାୟକର ମହାପ୍ରସ୍ଥାନ” ପରମ ପୁରୁଷ ସ୍ୱୟଂ ବିଷ୍ଣୁ, ଶ୍ରୀକୃଷ୍ଣ ଭାବରେ ଜନ୍ମ ନେଇ ଏ ପୃଥିବୀରେ ଅଦ୍ୱିତୀୟ ଅପୂର୍ବ ଲୀଳାଖେଳା ମାନ କରିଯାଇଛନ୍ତି ଯାହା ଆମ୍ଭ ସମସ୍ତଙ୍କର ଜ୍ଞାତ। ହେଲେ ଯଦି ସେହି ଶ୍ରୀକୃଷ୍ନଙ୍କୁ ମାତୃଗର୍ଭରୁ ଜନ୍ମିତ ଏକ ମାନବ ରୂପେ ଗ୍ରହଣ କରାଯାଏ, ତେବେ ତାହା ତାଙ୍କୁ ନିଶ୍ଚିତ ଭାବେ ଏକ ମହାନାୟକର ଆସନ ଦେବ । ସେହି ମହାନାୟକ ଙ୍କର ବାଲ୍ୟକାଳ ବ୍ୟତିରେକ ଅନ୍ୟାନ୍ୟ କ୍ରିୟାକର୍ମ ଏବଂ ମହାପ୍ରସ୍ଥାନକୁ ଏକ ନାଟକୀୟ ଶୈଳୀର ଉପସ୍ଥାପନାରେ ରଚିତ ଏହି ଉପନ୍ୟାସ ।

Write a review

Note: HTML is not translated!
    Bad           Good

Mahanayakara Mahaprasthana

  • ₹250.00


Related Products

December  Phula

December Phula

₹190.00

Beethovenka Panchama Symphony
Prathama Arghya

Prathama Arghya

₹160.00